ହାଙ୍ଗମା ହୁଜିତି, ହାଙ୍ଗମା ହୁଜ୍ଜିତି Hāṅgamā huji(jji)ti

  • ବୈଦେ. ବି—(ଫା. ହଙ୍ଗମାହ୍ ଓ ହୁଜ୍ଜତ୍; ସହଚର ଶବ୍ଦ) — ବିବାଦ ବିସମ୍ବାଦ; କଳି ତକରାର — Dispute and quarrel
  • ବୈଦେ. ବି—(ଫା. ହଙ୍ଗମାହ୍ ଓ ହୁଜ୍ଜତ୍; ସହଚର ଶବ୍ଦ) — ଫଉଜ୍ ଦାରୀ — Affray; show or use of criminal force