ହାଙ୍ଗମା ଲଗାଇବା Hāṅgamā lagāibā

  • ଦେ. କ୍ରି — ବିବାଦ କରିବା — To dispute
  • ଦେ. କ୍ରି — କଳି କରିବା — To quarrel
  • ଦେ. କ୍ରି — ଅପରାଧ ସୂଚକ ଗୋଳମାଳ କରିବା — To set up a criminal row
  • ଦେ. କ୍ରି — (ଶିଶୁ ବା ବାଳକ ବାଳିକା) କୌଣସି ଦ୍ରବ୍ୟ ପାଇଁ ଅଜଟ ହୋଇ ଅଳି କରିବା — To importune for anything (said of wayward children)