ହାକିମି Hākimi

  • ବୈଦେ. ବି (ଆ) — ହାକିମଙ୍କ କର୍ମ ବା ଅଧିକାର — The state or position of a 'hākima'
  • ବୈଦେ. ବି (ଆ) — ପ୍ରଭୁତ୍ୱ; ଅଧିକାର — Authority; mastery
  • ବୈଦେ. ବି (ଆ) — ହକିମୀ; ଚିକିତ୍ସକତ୍ୱ — The state of being a Unani physician
  • ବିଣ — ହାକିମ ସମ୍ବନ୍ଧୀୟ — Relating to a Hākima
  • ବିଣ — ହକିମ ସମ୍ବନ୍ଧୀୟ — Relating to Hakim