ହାଉୟାଛାଡ଼ି ମାରିବା Hāuyāchhāṟḍ̠i māribā

  • ପ୍ରାଦେ. (ବାଲେଶ୍ୱର) କ୍ରି — ପବନ ଯେଉଁ ଆଡ଼କୁ ବହୁଥାଏ ସେଆଡ଼ୁ ଗୁଡ଼ିକୁ ଅନ୍ଯ ଆଡ଼କୁ ଘେନିଯାଇ ପେଞ୍ଚ ବସାଇବା — To take the paper kite from the direction of the wind tactfully to another directiom