ହାଉହାଉ ହେବା Hāuhāu hebā

  • ଦେ. କ୍ରି — ବାହୁ ଲୋକ ଘୋଘା କରିବା — (Many persons) To make a row or noise
  • ଦେ. କ୍ରି — ଭୟରେ କିଂକର୍ତ୍ତବ୍ୟ— ବିମୂଢ଼ ହୋଇ ଘୋଘା କରିବା — To utter loud and unmeaning sounds in terror
  • ଦେ. କ୍ରି — ବହୁ ଲୋକ ବୃଥା ବାକ୍ୟ ବ୍ଯୟ କରିବା — (Many persons) To howl in vain