ହାଉସ୍ Hāus

  • ବୈଦେ. ବି (ଇଂ) — ଘର; ବାସସ୍ଥାନ — House
  • ବୈଦେ. ବି (ଇଂ) — ପାଣି ରଖିବାପାଇଁ ପକ୍କା ଚଉବଚ୍ଚା — A water reservoir of masonry
  • ବୈଦେ. ବି (ଇଂ) — ବଡ଼ ବଡ଼ ମହାଜନଙ୍କ କାରବାର—ଦୋକାନର ଗଦି — Business house of big merchants