ହାଉସ୍ ଅଫ୍ କମନ୍ Hāus af kaman
- ବୈଦେ. ବି (ଇଂ) — ଜନସାଧାରଣଙ୍କ ଭୋଟଦ୍ୱାରା ନିର୍ବାଚିତ ପ୍ରତିନିଧି— ମାନଙ୍କ ଗଠିତ ବିଲାତ ପାର୍ଲାମେଣ୍ଟର ବା ଶାସନସମିତିର ଶାଖାଦ୍ୱୟ ମଧ୍ୟରୁ ଏକତର — The House of Commons
- ବୈଦେ. ବି (ଇଂ) — [ଦ୍ର—ଏହାର ସଭ୍ୟସଂଖ୍ୟା 615 । ଏମାନଙ୍କୁ ବର୍ଷକେ 500 ପାଉଣ୍ଡ୍ ଲେଖାଏଁ ଭତ୍ତା ମିଳେ। ସ୍ୱ ସ୍ୱ ନିର୍ବାଚନ କ୍ଷେତ୍ରରେ ବୁଲିବାପାଇଁ ସଭ୍ୟମାନେ ବିନାଭଡ଼ାରେ ରେଳରେ ମଧ୍ୟ ଯିବା ଆସିବା କରି ପାରନ୍ତି] — [ଦ୍ର—ଏହାର ସଭ୍ୟସଂଖ୍ୟା615 ଏମାନଙ୍କୁ ବର୍ଷକେ500ପାଉଣ୍ଡ୍ ଲେଖାଏଁ ଭତ୍ତା ମିଳେ ସ୍ୱ ସ୍ୱ ନିର୍ବାଚନ କ୍ଷେତ୍ରରେ ବୁଲିବାପାଇଁ ସଭ୍ୟମାନେ ବିନାଭଡ଼ାରେ ରେଳରେ ମଧ୍ୟ ଯିବା ଆସିବା କରି ପାରନ୍ତି]