ହାଉଳ ବାଉଳ ହେବା Hāuḻa bāuḻa hebā

  • ଦେ. କ୍ରି—(ସଂ. ଆକୁଳ) — କୌଣସି ବସ୍ତୁ ପାଇଁ ବ୍ୟଗ୍ର ଓ ବ୍ୟସ୍ତତା ସହ ଇତସ୍ତତଃ ଖୋଜି— ହେବା ଧୁଣ୍ଡି ହେବା — To eagerly search after a thing
  • ଦେ. କ୍ରି—(ସଂ. ଆକୁଳ) — ଅତ୍ୟନ୍ତ ଆକୁଳ ଓ ବିକଳ ହେବା, ଡହଳ ବିକଳ ହେବା — To be restless with anxiety or pain
  • ଦେ. କ୍ରି—(ସଂ. ଆକୁଳ) — ପାଗଳପରି ଇତସ୍ତତଃ ଘୂରିବୁଲିବା — To wander like a madman; to move madly about
  • ଦେ. କ୍ରି—(ସଂ. ଆକୁଳ) — ହାଉଳିଖାଇବା; ଉଦ୍ଦେଶ୍ୟହୀନ ଭାବରେ ଇତସ୍ତତଃ ଚାଳିତ ହେବା — To move here and there aimlessly