ହାଉଲେଇବା Hāuleibā

  • ଦେ. କ୍ରି — ଡଙ୍ଗାକୁ ଚଳାଇବା ପାଇଁ ଆହୁଲା ପକାଇବା — To row a boat; to ply the oar
  • ଦେ. କ୍ରି — କୌଣସି କାର୍ଯ୍ୟର ଗତି ବା ବେଗକୁ କମାଇବା — To slow down the pace or motion of any thing