ହାଉଲାଦାର୍ Hāulādār

  • ବୈଦେ. ବି (ଆ) — ବାଖରଗଞ୍ଜଜିଲ୍ଲାର ହାଉଲା ନାମକ ମଧ୍ୟସ୍ୱତ୍ୱକୁ ଜମିଦାରଙ୍କଠାରୁ ପଟ୍ଟା ନେଇଥିବା ମଧ୍ୟ ସ୍ୱତ୍ୱାଧିକାରୀ — An under tenure-holder in Backerganj
  • ବୈଦେ. ବି (ଆ) — [ଦ୍ର—ଏହାର ଅଧସ୍ତନ ମଧ୍ୟସ୍ୱତ୍ୱା— ଧିକାରୀଙ୍କୁ ନିମ୍ ହାଉଲାଦାର ବୋଲାଯାଏ]