ହାଉମରିଚିଆ Hāumarichia
- ପ୍ରାଦେ. (ଗଡ଼ଜାତ) ବି — ତୁଣ୍ଡ ପୋଡ଼ା ଗୁଳ୍ମ — Toddalia Aculeata (thorny shrub)
- ପ୍ରାଦେ. (ଗଡ଼ଜାତ) ବି — [ଦ୍ର—ଏହାର ପତ୍ରକୁ ମକଚିଲେ ତହିଁରୁ ମରିଚ ପରି ଗନ୍ଧ ବାହାରେ। ଏହି ପତ୍ର ବ୍ରଣ ଆଦିରେ ପକାନ୍ତି। ପତ୍ରକୁ ପେଟ ବାଗରେ ପକାଇଲେ ଘାଆଶୁଖେ) ପିଠି ଆଡ଼ିଆ ପକାଇଲେ ବଥ ଆଦି ପାଚେ]