ହାଉଦା କଷିବା Hāudā kashibā

  • ଦେ. କ୍ରି — ହାତୀ ପିଠିରେ ହାଉଦାକୁ ପକାଇ ତାକୁ ରଜ୍ଜୁ ଆଦି ଦ୍ୱାରା ଦୃଢ଼ ସଂଲଗ୍ନ କରିବା — To set the cushion on the back of the elephant tightly