ହାଉଆ ଡିକ୍ରୀ Hāuā dikrī

  • ବୈଦେ. ବି—(କଚିରିଆ)—(ଫା—ହୱା+ଇଂ ଡିକ୍ରୀ) — ଡିଗ୍ରୀ ହୋଇଥିବା ଟଙ୍କା କୌଣସି ନିର୍ଦ୍ଦିଷ୍ଟ ସଂପତ୍ତିରୁ ଆଦାୟ ନ ହୋଇ ଦେଣଦାରଙ୍କ— ଠାରୁ ଆଦାୟ ହେବା ପାଇଁ କରା ଯାଇଥିବା ଡିଗ୍ରୀ — Personal decree or money decree