ହାଉଆ ଚକ୍କି Hāuā kki

  • ଦେ. ବି.—(ଫା.—ହବା+ସଂ. ଚକ୍ର) — ପବନ ଦ୍ୱାରା ଚାଳିତ ଅଟାପେଶା କଳ — Wind mill
  • ଦେ. ବି.—(ଫା.—ହବା+ସଂ. ଚକ୍ର) — କାଗଜର ଘୁଡ଼ି — Paper kite