ହାଉଆ ଗାଡ଼ି Hāuā gāṟḍ̠i

  • ଦେ. ବି—(ଯେଉଁ ଗାଡ଼ିରେ ଘୋଡ଼ାଆଦି ଲାଗି ନ ଥିବାରୁ ତାହା ବାୟୁଦ୍ୱାରା ବା ଶୂନ୍ଯରେ ଚଳୁଛି ବୋଲି ଲୋକେ ମନେକରନ୍ତି।) — ପବନଦ୍ୱାରା ଚାଳିତ ଗାଡ଼ି — Vehicle propelled by wind
  • ଦେ. ବି—(ଯେଉଁ ଗାଡ଼ିରେ ଘୋଡ଼ାଆଦି ଲାଗି ନ ଥିବାରୁ ତାହା ବାୟୁଦ୍ୱାରା ବା ଶୂନ୍ଯରେ ଚଳୁଛି ବୋଲି ଲୋକେ ମନେକରନ୍ତି।) — ମଟର୍ ଗାଡ଼ି — Motor car
  • ଦେ. ବି—(ଯେଉଁ ଗାଡ଼ିରେ ଘୋଡ଼ାଆଦି ଲାଗି ନ ଥିବାରୁ ତାହା ବାୟୁଦ୍ୱାରା ବା ଶୂନ୍ଯରେ ଚଳୁଛି ବୋଲି ଲୋକେ ମନେକରନ୍ତି।) — ସାଇକେଲ — Bicycle