ହାଉ ଜାଉ Hāu jāu

  • ଦେ. ବି — ଗଣ୍ଡଗୋଳ; ହଟ୍ଟଗୋଳ; ଘୋଓଘାଆ — Ado; noise
  • ଦେ. ବିଣ — ସାଲୁ ସାଲୁ; ବେଶି ସଂଖ୍ୟାରେ ଇତସ୍ତତ; ବିକ୍ଷିପ୍ତ ବା ଚାଳିତ — In great numbers; abounding
  • ଦେ. ବିଣ — (ଯଥା—କଟକ ସହରରେ ବାବୁ ଗୁ଼ଡ଼ାକ ହାଉ ଯାଉ ହେଉଛନ୍ତି)
  • ଦେ. ବିଣ — ଅସ୍ତବ୍ୟସ୍ତ; ଅତି ବିରକ୍ତ; ବିବ୍ରତ — Disturbed
  • ଦେ. ବିଣ — [ଯଥା—ତୁମେ ପିଲାମାନେ ମତେ ବେଢ଼ି ଏପରି ହାଉଜାଉ କଲେ, ମୁଁ ମିଠେଇ ନ ବାଣ୍ଟି ଚାଲିଯିବି]
  • ଦେ. ବିଣ — ଅତି ବ୍ୟସ୍ତ; ବ୍ୟସ୍ତ ସମସ୍ତ — Pestered
  • ଦେ. ବିଣ — [ଯଥା—ଖରା ଦିନେ ବିପହରିଆ ଗୁଳୁଗୁଳିରେ ଦେହରୁ ଝାଳ ବୋହି ଓ ଦେହଯାକ ଘିମିରି ଫଳିଯିବାରୁ ମଣିଷ ହାଉ ଯାଉ ହୋଇ ଯାଆନ୍ତି।]
  • ଦେ. ବିଣ — ହୈ ଚୈ (ଦେଖ) — Ha̲i̱ cha̲i̱ (See)
  • ଦେ. ବିଣ — (ଲକ୍ଷଣାର୍ଥ) ସଂସର୍ଗ; ସମ୍ପର୍କ — Relationship; contact