ହାଉ ଖସିବା Hāu khasibā

  • ଦେ. ବି — ହୃଦୟରେ ଦକ ପଶିବା; ଉବ୍ଦେଗ ବା ଛାନିଆ ଜାତହେବା — Sudden terror or consternation
  • ଦେ. ବି — [ଉ—ନାରୀ ହୃଦୟରୁ ଖସି ପଡ଼େ ହାଉ—କବିସୂର୍ଯ୍ୟ, ସଙ୍ଗୀତ]