ହାଇକୋଟିଆ Hāikoṭiā

  • ଦେ. ବିଣ — ହାଇକୋଟ୍ରେ ଚାକିରି କରୁଥିବା — Serving in the High Court
  • ଦେ. ବିଣ — ହାଇକୋଟ୍ ଓକିଲାତି କରୁଥିବା — (Lawyer) Practising in the High Court
  • ଦେ. ବିଣ — ହାଇକୋଟ୍ ସମ୍ବନ୍ଧୀୟ — Relating to the High Court