ହାଇ ଲେବଲ୍ କେନାଲ୍ Hāi lebal kenāl

  • ବୈଦେ. ବି (ଇଂ) — ଓଡ଼ିଶା ରାଜଧାନୀ କଟକରୁ 6 ମାଇଲ ଦୂରବର୍ତ୍ତୀ ଚଉଦୁଆରଠାରୁ ବିରୂପା ନଦୀର ଆନିକଟ୍ରୁ ବାହାରି, ମେଦିନୀପୁରର ଗେଉଆଁଖାଲି ପର୍ଯ୍ୟନ୍ତ ଖୋଳା ହୋଇଥିବା ନାଳ, ଯାହାବାଟେ ଓଡ଼ିଶାରୁ ବୋଟ ଓ ଡଙ୍ଗା ମେଦିନୀପୁରକୁ ଯାତାୟାତ କରେ) — ଓଡ଼ିଶା ରାଜଧାନୀ କଟକରୁ6ମାଇଲ ଦୂରବର୍ତ୍ତୀ ଚଉଦୁଆରଠାରୁ ବିରୂପା ନଦୀର ଆନିକଟ୍ରୁ ବାହାରି, ମେଦିନୀପୁରର ଗେଉଆଁଖାଲି ପର୍ଯ୍ୟନ୍ତ ଖୋଳା ହୋଇଥିବା ନାଳ, ଯାହାବାଟେ ଓଡ଼ିଶାରୁ ବୋଟ ଓ ଡଙ୍ଗା ମେଦିନୀପୁରକୁ ଯାତାୟାତ କରେ)—The High-level canal of Orissa