ହାଁଇଁ ପାଇଁ ହେବା Hāñiñ pāñiñ hebā
- ଦେ. କ୍ରି — (ଖାଇବାକୁ, ପାଇବାକୁ ବା କରିବାକୁ) ଲାଳାୟିତ ହେବା — To hanker after a thing, food or work
- ଦେ. କ୍ରି — ଅଭାବ ବା ଅପ୍ରସ୍ତୁତ ବସ୍ତୁ ପାଇବାକୁ ଉଦ୍ବିଗ୍ନ ହେବା — To hanker after a thing which one has not get
- ଦେ. କ୍ରି — ଆତୁରିଆ ହେବା — To be excessively eager after a thing