ହା ହୁତାଶ Hā hutāṡa

  • ଦେ. ବି—(ସଂ. ହାହାତୋସ୍ମି=ଆହା! ମଲି) — ବିପନ୍ନ ବା ଦୁଃଖଗ୍ରସ୍ତ ବ୍ଯକ୍ତିର ଆର୍ତ୍ତସ୍ୱର — Cry of distress
  • ଦେ. ବି—(ସଂ. ହାହାତୋସ୍ମି=ଆହା! ମଲି) — ବିପନ୍ନ ବ୍ଯକ୍ତିର ଖେଦୋକ୍ତି — Exclamation of grief of a person in distress
  • ଦେ. ବି—(ସଂ. ହାହାତୋସ୍ମି=ଆହା! ମଲି) — ଆହା! ମୋର ସର୍ବନାଶ ହେଲା, ଏହି ଦୁଶ୍ଚିନ୍ତା — The utter anxiety of a person who is in trouble
  • ବିଣ — ବିପନ୍ନ ହୋଇ ଆର୍ତ୍ତସ୍ୱର କାରୀ — Uttering cry of distress