ହା ଧିକ୍ Hā dhik

  • ସଂ. ଅ—(ପ୍ରା. ହିନ୍ଦି) — ଛି! ଧିକ! (ନିନ୍ଦା ଓ ଘୃଣା— ର୍ଥକ — Fie (in hatred)
  • ସଂ. ଅ—(ପ୍ରା. ହିନ୍ଦି) — ଆହା ହାୟ (ଅନୁତାପାର୍ଥକ) — Alas! (in repentance)
  • ସଂ. ଅ—(ପ୍ରା. ହିନ୍ଦି) — ହାଇରେ! ଆହା! (ଶୋକ ଓ ଦୁଃଖାର୍ଥକ) — Alas (in sorrow or grief)