ହସ୍ପାତାଲ୍ Has-pātāḻ

  • ବୈଦେ. ବି [ଇଂ ହସ୍ପିଟାଲ୍) — ସାଧାରଣ ଡାକ୍ତରଖାନା; ହାସ୍ପାତାଳ — Hospital
  • ବୈଦେ. ବି [ଇଂ ହସ୍ପିଟାଲ୍) — [ଦ୍ର—ହସ୍ପାତାଳରେ ଯେଉଁ ରୋଗୀମାନଙ୍କୁ ସ୍ଥାନ ଦିଆଯାଇ ଚିକିତ୍ସା କରାଯାଏ, ସେମାନଙ୍କୁ — In-patients(ଭିତର— ରୋଗୀ) ବୋଲାଯାଏ ଯେଉଁ ରୋଗୀମାନେ ସେଠାକୁ ଆସି ଚିକିତ୍ସିତ ହୋଇ ବା ଔଷଧ ଘେନି ଯେଝା ଘରକୁ ଚାଲି ଯାଆନ୍ତି, ତାଙ୍କୁOut patients(ବାହାର ରୋଗୀ) ବୋଲାଯାଏ ହସ୍ପାତାଳରେ ଦୁଇ ଶ୍ରେଣୀ ରୋଗୀଙ୍କର ଚିକିତ୍ସାର ବନ୍ଦୋବସ୍ତ ଥାଏ କିନ୍ତୁ ଡିସ୍ପେନ୍ସରି[dispensary]ରେ କେବଳ ବାହାର ରୋଗୀଙ୍କ ଚିକିତ୍ସାର ବନ୍ଦୋବସ୍ତ ଥାଏ ଓ ରୋଗୀମାନଙ୍କ ପାଇଁ ଔଷଧର ବ୍ଯବସ୍ଥା କରାଯାଏ]