ହସ୍ନହାନା Hasnahanā
- ବୈଦେ. ବି (ଫା) — ଗୁଳ୍ମବିଶେଷ — Mexican jasmine; the lady of the night; Cestrum Hersutum or Cestrum Nocturm (Hains)
- ବୈଦେ. ବି (ଫା) — [ଦ୍ର—ଏହାର ଫୁଲ ଅଳ୍ପ ସବୁଜ ବର୍ଣ୍ଣ ଓ ହଳଦିଆ ଓ 1 ଇଞ୍ଚ ଲମ୍ବ ଓ ସରୁ, ରାତ୍ରିରେ ଫୁଲରୁ ସୁବାସ ଚହଟେ।] — [ଦ୍ର—ଏହାର ଫୁଲ ଅଳ୍ପ ସବୁଜ ବର୍ଣ୍ଣ ଓ ହଳଦିଆ ଓ1ଇଞ୍ଚ ଲମ୍ବ ଓ ସରୁ, ରାତ୍ରିରେ ଫୁଲରୁ ସୁବାସ ଚହଟେ]