ହସ୍ତ୍ୟାରୋହୀ Hastyārohī

  • ସଂ. ବି. ପୁଂ—(ହସ୍ତିନ୍=ହାତୀ+ଆରୋହୀ) — ହାତି ପିଠିରେ ଚଢ଼ିଥିବା ବ୍ଯକ୍ତି — A rider on an elephant
  • ସଂ. ବି. ପୁଂ—(ହସ୍ତିନ୍=ହାତୀ+ଆରୋହୀ) — ଗଜାରୋହୀ ସୈନ୍ୟ — The division of an army which fights on elephants