ହସ୍ତିମେହ Hasti meha

  • ସଂ. ବି — ଏକ ପ୍ରମେହ ରୋଗ — A kind of gonorrohea;
  • ସଂ. ବି — [ଦ୍ର—ଏ ରୋଗରେ ମୂତ୍ର ସଙ୍ଗେ ହସ୍ତୀମଦ ପରି ବସ୍ତୁ ବିନା ବେଗରେ ସୂତାପରି ପଡ଼େ ଓ ରହିରହି ପ୍ରସ୍ରାବ ହୁଏ (ହି. ଶ)]