ହସ୍ତିମାଂସ Hastimāṁsa

  • ସଂ ବି ( 6 ଷ୍ଠୀ ତତ୍; ହସ୍ତିନ୍+ପାଂସ) — ହାତୀର ମାଂସ — The meat of elephant
  • ସଂ ବି ( 6 ଷ୍ଠୀ ତତ୍; ହସ୍ତିନ୍+ପାଂସ) — [ଦ୍ର—ବୈଦ୍ୟଶାସ୍ତ୍ର ମତେ ଏହା ଅମ୍ଳ, ଲବଣ, ମଧୁରରସ, ଗୁରୁପାକ, ସ୍ନିଗ୍ଧ, ଦୁର୍ଜର, ଅଗ୍ନିମାନ୍ଦ୍ୟଜନକ, ପୁଷ୍ଟିକର, ବାତଶ୍ଳେଷ୍ମଜନକ, କିନ୍ତୁ ସୁଶ୍ରୁତ ମତରେ ବାତଶ୍ଳେଷ୍ମ ନାଶକ)