ହସ୍ତିମଲ୍ଲ Hastimalla
- ସଂ. ବି (ହସ୍ତିନ୍+ମଲ୍ଲ) — ରଣହସ୍ତୀ — An elephant used in war
- ସଂ. ବି (ହସ୍ତିନ୍+ମଲ୍ଲ) — ଐରାବତ ହସ୍ତୀ — The elephant of Indra
- ସଂ. ବି (ହସ୍ତିନ୍+ମଲ୍ଲ) — ଗଣେଶ — A name of a Gaṇeṡa
- ସଂ. ବି (ହସ୍ତିନ୍+ମଲ୍ଲ) — ପାତାଳ— ବାସୀ ଶଙ୍ଖ ନାଗ — Name of a white serpent of the nether world
- ସଂ. ବି (ହସ୍ତିନ୍+ମଲ୍ଲ) — ମହାମଲ୍ଲ — A great athlet
- ସଂ. ବି (ହସ୍ତିନ୍+ମଲ୍ଲ) — ଭଗ୍ନସ୍ତୂପ — A broken mound
- ସଂ. ବି (ହସ୍ତିନ୍+ମଲ୍ଲ) — ଧୂଳି ବର୍ଷଣ — 7. Raining of dust
- ସଂ. ବି (ହସ୍ତିନ୍+ମଲ୍ଲ) — ପାଉଁଶ ଗଦା (ହି. ଶ) — A mound of ashes