ହସ୍ତିମଦ Hasti mada
- ସଂ. ବି (ମ. ପ. ଲୋ ବା 6 ଷ୍ଠୀ ତତ୍, ହସ୍ତି+ମଦ) — କାମମତ୍ତ ହସ୍ତୀର ଗଣ୍ଡଦେଶସ୍ଥ ଦୁଇପାଖର ଛିଦ୍ରରୁ ବୋହିବା ଉତ୍କଟ ଗନ୍ଧଯୁକ୍ତ ଜଳୀୟ ରସ — A strong something juice flowing from the temples of an elephant in rut
- ସଂ. ବି (ମ. ପ. ଲୋ ବା 6 ଷ୍ଠୀ ତତ୍, ହସ୍ତି+ମଦ) — [ଦ୍ର—ଏହା ସ୍ନିଗ୍, ତିକ୍ତ, କେଶ୍ୟ, ଅପସ୍ମାର, ବିଷ, ବୁଷ୍ଠ, କଣ୍ଡୁ ବ୍ରଣ, ଦଦ୍ର ଓ ବିସର୍ପନାଶକ (ରାଜନିର୍ଘଣ୍ଟ)