ହସ୍ତିପ Hastipa

  • ସଂ. ବି ପୁଂ. (ହସ୍ତନ୍+ପା ଧାତୁ=ପାଳିବା+କତ୍ତ୍ୱ ଅ) — ହାତୀଆଳ; ହସ୍ତିଚାଳକ; ମାହୁନ୍ତ — The driver of an elephant
  • ସଂ. ବି ପୁଂ. (ହସ୍ତନ୍+ପା ଧାତୁ=ପାଳିବା+କତ୍ତ୍ୱ ଅ) — ଗଜାରୋହୀ ଯୋଦ୍ଧା — A warrior fighting on an elephant