ହସ୍ତିପତ୍ର Hasti patra

  • ସଂ. ବି—(ବୈଦ୍ଯକ) ବୃହତ୍ କନ୍ଦବିଶେଷ — A kind of root buld; Raphanus Sativus
  • ସଂ. ବି—(ବୈଦ୍ଯକ) [ଦ୍ର—ଏହା କଟୁ, ଉଷ୍ଣ ଓ କଫ, ବାତ, ତ୍ୱଗ୍ ଦୋଷ, ଶ୍ରମ, କୁଷ୍ଠ, ବିଷ, ବିସର୍ପ ନାଶକ, ଶୁତ୍ରବଦ୍ଧକ; (ରାଜନିର୍ଘଣ୍ଟ)। ଏହା କୋଙ୍କଣ ଦେଶରେ ଜନ୍ମେ।]