ହସ୍ତିନା Hastinā
- ସଂ. ବି (ନାମ)—[ହସ୍ତିନ୍=ହସ୍ତ୍ରୀ ନାମଧାରୀ ରାଜାଙ୍କ ପୁର) ଚନ୍ଦ୍ରବଂଶୀୟ ହସ୍ତୀ ନାମକ ରାଜାଙ୍କ ନିର୍ମିତ ରାଜଧାନୀ; ଆଧୁନିକ ଦିଲ୍ଲୀର ପ୍ରାଚୀନ ନାମ (କୁରୁ ପାଣ୍ଡବଙ୍କ ରାଜଧାନୀ) — The ancient name of modern Delhi
- ସଂ. ବି (ନାମ)—[ହସ୍ତିନ୍=ହସ୍ତ୍ରୀ ନାମଧାରୀ ରାଜାଙ୍କ ପୁର) [ଦ୍ର—ଆଧୁନିକ ପଣ୍ଡିତମାନେ ସ୍ଥିର କରି ଅଛନ୍ତି ଯେ, ଏହା ଆଧୁନିକ ଦିଲ୍ଲୀ ନଗରୀର 28 କ୍ରୋଶ ଦୂରରେ ଥିଲା—(ହି. ଶ) — [ଦ୍ର—ଆଧୁନିକ ପଣ୍ଡିତମାନେ ସ୍ଥିର କରି ଅଛନ୍ତି ଯେ, ଏହା ଆଧୁନିକ ଦିଲ୍ଲୀ ନଗରୀର28କ୍ରୋଶ ଦୂରରେ ଥିଲା—(ହି. ଶ)