ହସ୍ତିଜିହ୍ୱା Hastijihwā

  • ସଂ ବି — ଶରୀରସ୍ଥ ଦଶନାଡ଼ୀ ମଧ୍ୟରୁ ଗୋଟିଏ ନାଡ଼ୀ — One of the ten veins of the body
  • ସଂ ବି — [ଦ୍ର— ଏହା ଦକ୍ଷିଣ ଆଖିର ଗୋଟିଏ ନାଡ଼ୀ (ହି. ଶ)]