ହସ୍ତିକନ୍ଦ Hasti kanda

  • ସଂ. ବି—(ବୈଦ୍ଯକ) ବୃହତ୍ କନ୍ଦବିଶେଷ — A kind of root bulb; Raphanus Sativus
  • ସଂ. ବି—(ବୈଦ୍ଯକ) [ଦ୍ର—ଏହା କଟୁ, ଉଷ୍ଣ ଓ କଫ, ବାତ, ତ୍ୱଗ୍ ଦୋଷ, ଶ୍ରମ, କୁଷ୍ଠ, ବିଷ, ବିସର୍ପ ନାଶକ, ଶୁତ୍ରବର୍ଦ୍ଧକ; (ରାଜନିର୍ଘଣ୍ଟ)। ଏହା କୋଙ୍କଣ ଦେଶରେ ଜନ୍ମେ।]