ହସ୍ତିକକ୍ଷ୍ୟ Hasti kakshya

  • ସଂ. ବି—(ବହୁବ୍ରୀହି; ହସ୍ତି+କକ୍ଷ+ଯ) — ସିଂହ— (ଶବ୍ଦକଳ୍ପଦ୍ରୁମ) — Lion
  • ସଂ. ବି—(ବହୁବ୍ରୀହି; ହସ୍ତି+କକ୍ଷ+ଯ) — ବ୍ୟାଘ୍ର (ଶବ୍ଦକଳ୍ପଦ୍ରୁମ) — Tiger