ହସ୍ତି ଘୋଷାତକୀ Hasti ghoshātakī

  • ସଂ. ବି — ମହା କୋଷାତକୀ ବୃହଦ୍ ଘୋଷା; ବଡ଼ ତରଡ଼ା; ମଧୁର ତରଡ଼ା — A species of luffa; Luffa Aegyptica
  • ସଂ. ବି — [ଦ୍ର—ଏହା ସ୍ନିଗ୍ଧ, ସାରକ, ପିତ୍ତ ଓ ବାୟୁ ନାଶକ, ମଦନବିନୋଦ।]