ହସ୍ତି କର୍ଣ୍ଣ Hasti karṇṇa

  • ସଂ. ବି — ହାତିର କାନ — The ear of an elephant
  • ସଂ. ବି — ଏରଣ୍ଡ — The castor oilseed plant; Clerodendrum Hastala
  • ସଂ. ବି — [ଦ୍ର—ଏହାର ପତ୍ର ହସ୍ତିର କର୍ଣ୍ଣପରି ବଡ଼ ଥିବାରୁ।]
  • ସଂ. ବି — ପଳାଶ ଭେଦ — A species of paḻāṡa; Butea Supurba
  • ସଂ. ବି — ଗଣଦେବତା ଭେଦ — Name of one of a class of Deities
  • ସଂ. ବି — ହସ୍ତିକନ୍ଦ — A kind of root bulb
  • ସଂ. ବି — ରକ୍ତୈରଣ୍ଡ — The red variety of castor oil seed plant
  • ସଂ. ବି — କଚ୍ଚୁ; ସାରୁ (ହି. ଶ) — Arum