ହସ୍ତାର୍ପଣ Hastārpaṇa
- ସଂ. ବି—(ହସ୍ତ+ଅର୍ପଣ) — କୌଣସି ବ୍ଯକ୍ତି ବା ବସ୍ତୁ ଉପରେ ନିଜର ହାତକୁ ରଖିବା — Laying one's hands on any person or thing
- ସଂ. ବି—(ହସ୍ତ+ଅର୍ପଣ) — କୌଣସି କାର୍ଯ୍ୟ କରିବାକୁ ଆରମ୍ଭ — Beginning to do a work; undertaking a work
- ସଂ. ବି—(ହସ୍ତ+ଅର୍ପଣ) — ( 7 ମୀ ତତ୍)—କୌଣସି ବସ୍ତୁକୁ ଅନ୍ଯ ବ୍ଯକ୍ତିଙ୍କ ହସ୍ତରେ ଦେବା — (7ମୀ ତତ୍)—କୌଣସି ବସ୍ତୁକୁ ଅନ୍ଯ ବ୍ଯକ୍ତିଙ୍କ ହସ୍ତରେ ଦେବା—. Consignment of a thing to a person