ହସ୍ତାମଳକ Hastāmaḻaka

  • ସଂ. ବି—(ମ. ପ. ଲୋ; ହସ୍ତ ଧୃତ ଆମଳକ) — ଆପଣା ହାତରେ ଧରାଯାଇଥିବା ଅଅଁଳା କୋଳି — Embelic myrobalan fruit held in the hand
  • ସଂ. ବି—(ମ. ପ. ଲୋ; ହସ୍ତ ଧୃତ ଆମଳକ) — [ଦ୍ର—ଏଶବ୍ଦ ବେଦାନ୍ତରେ ଦୃଷ୍ଟାନ୍ତ ଛଳରେ ବ୍ଯବହୃତ। ହାତରେ ଗୋଟିଏ ଅଅଁଳା କୋଳି ଧରା ଯାଇଥିଲେ ତଦ୍ ବିଷୟକ ସମସ୍ତ ତଥ୍ୟ ଧାରଣକାରୀ ଜାଣି ପାରନ୍ତି ଓ ଉକ୍ତଫଳର ସବୁ ଦିଗ ତାଙ୍କ ଦୃଷ୍ଟିଗୋଚର ହୁଏ। ସେହିପରି ଯେଉଁ ବିଷୟର ସବୁଦିଗ ଓ ସବୁତଥ୍ୟ ଆଲୋଚନାକାରୀ ଜାଣି ପାରନ୍ତି ତାକୁ ହସ୍ତାମଳକ ସଙ୍ଗେ ତୁଳନା କରାଯାଏ।]
  • ସଂ. ବି—(ମ. ପ. ଲୋ; ହସ୍ତ ଧୃତ ଆମଳକ) — କରାୟତ୍ତ ବସ୍ତୁ — A thing in one's possession or under one's control
  • ସଂ. ବି—(ମ. ପ. ଲୋ; ହସ୍ତ ଧୃତ ଆମଳକ) — ପ୍ରତ୍ୟକ୍ଷ ବିଷୟ — Anything which is perceived by the senses
  • ସଂ. ବି—(ମ. ପ. ଲୋ; ହସ୍ତ ଧୃତ ଆମଳକ) — ଶଙ୍କରାଚାର୍ଯ୍ୟକୃତ ଅଦ୍ୱୈତବାଦ ବିଷୟକ ଗ୍ରନ୍ଥ ବିଶେଷ — The title of a philosophical work by Ṡaṅkarākarāchārj̄ya