ହସ୍ତାବର୍ତ୍ତନ Hastābarttana
- ସଂ ବି [ 3 ୟା ତତ୍; ହସ୍ତ+ଆବର୍ତ୍ତନ) — ହାତ ଦ୍ୱାରା ଆଲୋଡ଼ନ ବା ଘାଣ୍ଟିବା — Agitating or shaking with the hands
- ସଂ ବି [ 3 ୟା ତତ୍; ହସ୍ତ+ଆବର୍ତ୍ତନ) — ହାତ ଘୂରାଇବା; ହସ୍ତଘୂର୍ଣ୍ଣନ; ହାତକୁ ବୁଲାଇବା — Swinging round of the hands; moving one's hands in circles
- ସଂ ବି [ 3 ୟା ତତ୍; ହସ୍ତ+ଆବର୍ତ୍ତନ) — ହାତ ଦ୍ୱାରା ସ୍ପର୍ଶ — Touching with the hands
- ସଂ ବି [ 3 ୟା ତତ୍; ହସ୍ତ+ଆବର୍ତ୍ତନ) — ହାତ ଝୁଲାଇବା — Hanging down one's hands