ହସ୍ତାନ୍ତର Hastāntara
- ସଂ ବି (କର୍ମଧା, ଅନ୍ଯ+ହସ୍ତ) — ଅନ୍ଯ ବ୍ଯକ୍ତିର ହାତ — Another person's hand
- ସଂ ବି (କର୍ମଧା, ଅନ୍ଯ+ହସ୍ତ) — ଅନ୍ଯ ବ୍ଯକ୍ତିର ଅଧିକାର — The possession of another person
- ସଂ ବି (କର୍ମଧା, ଅନ୍ଯ+ହସ୍ତ) — ବିକ୍ରୟ ଓ ଦାନାଦି ଦ୍ୱାରା ସମ୍ପତ୍ତିର ଅଧିକାର ପରିବର୍ତ୍ତନ — Transfer of property by sale, gift etc
- ଦେ. ବିଣ — ହସ୍ତାନ୍ତରିତ (ଦେଖ) — Hastāntarita (See)