ହସ୍ତାକ୍ଷର Hastākshara
- ସଂ ବି—[ମ. ପ. ଲୋ. ହସ୍ତ ଲିଖିତ ଅକ୍ଷର] — କୌଣସି ବ୍ଯକ୍ତିଙ୍କ ହାତଲେଖା — Handwriting of a person
- ସଂ ବି—[ମ. ପ. ଲୋ. ହସ୍ତ ଲିଖିତ ଅକ୍ଷର] — ସ୍ୱହସ୍ତଦ୍ୱାରା ଲିଖିତ ଅକ୍ଷର — One's own handwriting
- ଦେ. ବି — ହାତଲେଖାକୁ ସୁନ୍ଦର କରିବାକୁ ଅଭ୍ୟାସ କରାଯିବା ପାଇଁ ପୁନଃ ପୁନଃ ଲେଖାଯିବା ଅକ୍ଷର — Handwriting exercise