ହସ୍ତାକ୍ଷର ପଦ୍ଧତି Hastākshara paddhati

  • ସଂ ବି ( 6 ଷ୍ଠୀ ତତ୍; ହସ୍ତାକ୍ଷର+ପଦ୍ଧତି) — ପ୍ରତ୍ୟେକ ବ୍ଯକ୍ତିଙ୍କର ହସ୍ତାକ୍ଷର ଲେଖିବାର ସ୍ୱତନ୍ତ୍ର ଢଙ୍ଗ ଯଦ୍ଦ୍ୱାରା ତାହା ଅନ୍ଯ ବ୍ଯକ୍ତିଙ୍କ ଲେଖାଠାରୁ ବାରି ହୋଇପଡ଼େ) — Peculiarity or mode of one's handwriting