ହସ୍ତଯନ୍ତ୍ର Hasa janra

  • ସଂ. ବି (ମ. ପ. ଲୋ, ହସ୍ତଚାଳିତ ଯନ୍ତ୍ର, ହସ୍ତ+ଯନ୍ତ୍ର) — ହସ୍ତଦ୍ୱାରା ବ୍ଯବହୃତ ପୂର୍ବକାଳର ଯୁଦ୍ଧାସ୍ତ୍ରବିଶେଷ — An ancient weapon of war used by the hand
  • ସଂ. ବି (ମ. ପ. ଲୋ, ହସ୍ତଚାଳିତ ଯନ୍ତ୍ର, ହସ୍ତ+ଯନ୍ତ୍ର) — [ଉ—ପରିଘ ହସ୍ତଯନ୍ତ୍ର ଭୂଷଣ୍ଡୀ ମୁଷଳ— କୃଷ୍ଣସିଂହ, ମହାଭାରତ, ବନ।]