ହସ୍ତବୁଦି Hastabudi
- ବେଦେ. ବି—(ଫା. ହସ୍ତ=ବର୍ତ୍ତମାନତା+ ବୁଜ୍=ଅତୀତ) — ବର୍ତ୍ତମାନର ଓ ପୂର୍ବର ହିସାବ — Account of the past and present
- ବେଦେ. ବି—(ଫା. ହସ୍ତ=ବର୍ତ୍ତମାନତା+ ବୁଜ୍=ଅତୀତ) — ଆଦାୟ ହେବା ସ୍ଥାୟୀଜମା — Realisable fixed rental
- ବେଦେ. ବି—(ଫା. ହସ୍ତ=ବର୍ତ୍ତମାନତା+ ବୁଜ୍=ଅତୀତ) — ଜମିଦାରୀର ମୋଟ ଆୟ — The total income of a zamindary
- ବିଣ — ଯେଉଁ ଜମିଦାରୀରେ ଜମିଦାର ପ୍ରଜାମାନଙ୍କଠାରୁ ମଧ୍ୟ— ସତ୍ୱାଧକାରୀ (ଯଥା—ମକଦ୍ଦମ, ସରବରାକାର)ଙ୍କ ଜରିଆରେ ଖଜଣା ଅସୁଲ ନ କରି ନିଜେ ବା ଗୁମସ୍ତାଦ୍ୱାରା ପ୍ରଜାଙ୍କ— ଠାରୁ ଖଜଣା ଅସୁଲ କରନ୍ତି — (a zamindari) Which is in the khas possession of the superior landlord, as distinguished from that of which he is in possession through tenure holders or Sarbarakars