ହସ୍ତବୁଦି ମାହାଲ Hastsbudi māhal

  • ଦେ. ବି — ଯେଉଁ ଜମିଦାରୀରେ ମକଦ୍ଦମ ବା ସରବରାକାର ନ ଥାଇ ନିଜେ ଜମିଦାର ବା ତାଙ୍କ ପକ୍ଷର ତହସିଲଦାର ପ୍ରଜାଙ୍କଠାରୁ ଖଜଣା ଅସୁଲ କରନ୍ତି — The zemindari of which the Zamindar realises rent direct from the rayats and not through middlemen