ହସ୍ତବାନ୍ Hastabān

  • ସଂ ବିଣ ପୁଂ—(ହସ୍ତବତ୍; ହସ୍ତ+ଅତି ଅର୍ଥେ ବତ୍) — ଯାହାର ହାତ ଅଛି — Having hands
  • ସଂ ବିଣ ପୁଂ—(ହସ୍ତବତ୍; ହସ୍ତ+ଅତି ଅର୍ଥେ ବତ୍) — ଲଘୁହସ୍ତ — Skillful in the use of the hands; dexterous
  • ସଂ. ବି — କିତବ; ଦ୍ୟୁତକର (ବିଶ୍ୱକୋଷ) — A cheat; a gambler