ହସ୍ତତ୍ର Hastatra

  • ସଂ. ଚି (ହସ୍ତ+ତ୍ରୈ ଧାତୁ=ରକ୍ଷା କରିବା+କର୍ତ୍ତୃ. ଅ) — ଦସ୍ତାନା; କରତ୍ରାଣ — A protector for the hand; glove