ହସ୍ତକ Hastaka
- ଦେ. ବି — ନାଟ କରିବା ସମୟରେ ହସ୍ତାଦିର ଭଙ୍ଗୀରେ ନାଟୁଆ ଦ୍ୱାରା ଗୀତର ଭବପ୍ରକାଶ — Mode of expressing the purport of a song by figures made with the hands by a dancer
- ଦେ. ବି — (ଉ—ମୁଖଭଙ୍ଗୀ ଓ ହସ୍ତକରୁ ମନୁଷ୍ୟଜୀବନର ଭିନ୍ନ ଭିନ୍ନ ଅବସ୍ଥା ସୁନ୍ଦର ବୁଝାପଡ଼ୁଚି—କୃପାସିନ୍ଧୁ, ଉତ୍କଳ ଇତିହାସ।)
- ଦେ. ବି — ହାତ — Hand
- ଦେ. ବି — (ଉ—କାହା ହସ୍ତକ ହସ୍ତବଲ୍ଲରୀ, କରମଣ୍ଡନମାନଙ୍କୁ ଧରି—ଦୀନକୃଷ୍ଣ, ରସକଲ୍ଲୋଳ।)