ହସ୍ତ ଲିପି Hasta lipi
- ସଂ ବି—( 6 ଷ୍ଠୀ ତତ୍, ହସ୍ତ+ଲିପି) — ହସ୍ତାକ୍ଷର; ହାତଲେଖା — Handwriting
- ସଂ ବି—( 6 ଷ୍ଠୀ ତତ୍, ହସ୍ତ+ଲିପି) — କୌଣସି ବ୍ଯକ୍ତିଙ୍କ ହାତଦ୍ୱାରା ଲେଖା ହୋଇଥିବ। ପତ୍ର ବା ଚିଠି — A writing or document written by a person
- ସଂ ବି—( 6 ଷ୍ଠୀ ତତ୍, ହସ୍ତ+ଲିପି) — ହାତ ସୁଧାରିବାପାଇଁ ତାଳପତ୍ରରେ ଓ କାଗଜରେ ଅଭ୍ୟାସ କରି ଲେଖାଯିବା ଲେଖା — Writing written for handwriting exercise
- ଦେ. ବି — ଛାପାଖାନାକୁ ପଠାଯିବା ହାତ— ଲେଖା ପୁସ୍ତକ ବା କାଗଜ; କପି — Manuscript sent to the press for being printed